STORYMIRROR

Swapna Meher

Romance

3  

Swapna Meher

Romance

ତୁମର୍ ସାଥ୍

ତୁମର୍ ସାଥ୍

1 min
138

ଯେଭେ ଦୁନିଆ ବଦନାମ୍ କରଲା ମତେ, 

ଦରଦ ପାଇ ମୋର୍ ମନ୍ ଟା ଭାଂଗଲା କେତେ, 

ନିଜର୍ ଲୋକ୍ ହେଇ ନି ଆଏଲେ ପାସକେ ମୋର୍ କିହେ, 

ପର ହେଇ ଭିଲ୍ ତୁମେ ଆଏଲ ଗୋ ମାହାପୁରୁ ସାଜି ସତେ। 

ସକାଲ୍ ଟେ ଦେଖଲି ମୁଇଁ ତୁମର୍ ଧରମ ପାଇ ଯେଭେ,

ସୁନାର୍ ସପନ୍ ସଜାଲି ମୁଇ ତୁମର୍ ହାତ ଧରି ସେଭେ,

ଜୀବନ୍ ଟା ଜେନ୍ ଅଟକି ଥିଲା ମୋର୍ ଅଧା ରାସ୍ତା ଠାନେ, 

ବାଟ୍ ପାଇଗଲି ସେଭେ ମୁଇ ତୁମର୍ ସାଥ୍ ପାଏଲା ଦିନେ। 

ଜୀବନ୍ ନୁ ଭିଲ୍ ବେଶି ଭଲ ପାଏଲି ତମକୁ ମୁଇ ସତେ, 

ଛାଡବ ନି ହାତ୍ କେଭେ ଗୋ ମୋର୍ ବିପଦ୍ ଭିଲ୍ ଆସି ଗଲେ, 

ଦୁଃଖସମିଆ ନେ ସାଂଗେଥିଲ ମୋର୍ ପାରେ ନାଇ ଭୁଲି କେଭ, 

ଦେଖାମା ଦିନେ ଦୁନିଆ କେ ଆମେ ଭଲପାଏବାର୍ ଶକ୍ତି କେତେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance