STORYMIRROR

Swapna Meher

Fantasy Others

5.0  

Swapna Meher

Fantasy Others

ଡର୍

ଡର୍

1 min
902


ନି ଲାଗେ ଭଲ୍ ଝୁମରା ମତେ,

ମିଛ୍ ସପନ୍ ସେ ଦେଖାସି କେତେ,

ଆଶ୍ କରି ମୁଇ ଶୁଇସି ହେଲେ,

ଡରୁଥିସିଁ ବଢା ସେ ଝୁମରାକେ ସତେ।

ଦୁଖ୍ ଦେବାର୍ ଲାଗି ଆଗରୁ କାହାକେ,

ପଚରାସି ମୁଇ ମନ୍ କେ କେତେ,

ନି ଧରୁ ନା ମୋର୍ କାନ୍ଦିକିଏ ଦୁଖେ,

ଡରୁଥିସିଁ ବଢା ସେ ଦୁଖ୍ କେ ସତେ।

କନ୍ଟା କେ ମୁଇ ନି ଡରେ କେଭେ,

ଡରସି ମୁଇ ଫୁଲ୍ କେ କେତେ,

ଯେ ଦେସି ଦରଦ୍ ହସି ହୁରଦ୍ କେ,

ଡରୁଥିସିଁ ବଢା ସେ ଫୁଲ୍ କେ ସତେ।

ସପ୍ନା ମେହେର୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy