ଇଟା ତ ଜୀବନ୍
ଇଟା ତ ଜୀବନ୍
ଛୁଆଟେ ହେଇ ଯେଭେ ମୁଇ ଥିଲି,
ଦୁଖ ବଲି କାଣା ଜାନି ମୁଇଁ ନାଇ ।
ସବୁ ତ ଅଛେ ମୋର୍ ପାଖେ ଖୁସି,
ହେଲେ ହସବାର୍ ଲାଗି ସମିଆ ଟିକେ ନାଇଁ।
ଦଉଡାଧୁପା ହେଇ ମୁଇ ଜୀବନ ଜିଁଇଲି,
ହେଲେ ନିଜର୍ ଜିଇିଁବାର୍ ଲାଗି ସମିଆ ଟିକେ ନାଇଁ ।
ସୋର୍ ପଡୁଛେ ଆଜି ମାଁ ର କଥାନି ,
ହେଲେ ପାଖ କେ ତାର୍ ଯିବାର ଲାଗି ସମିଆ ଟିକେ ନାଇଁ ।
ଆଏଖ ନୁ ମୋର୍ ନିଦ୍ ତ ଅଛେ,
ହେଲେ ଶାନ୍ତି ରେ ସୁଇବାର୍ ଲାଗି ସମିଆ ଟିକେ ନାଇଁ ।
ନିଜର ଦୁଖ କାହାକେ ହେଲେ କହେମି,
ଇନ ତ କାନ୍ଦବାର୍ ଲାଗି ମୋର୍ ସମିଆ ଟିକେ ନାଇଁ ।
ନି ଜାନି ଇଛେନ୍ କେନ୍ ଆଡେ ମୁଇଁ ଯିମି,
ହେଲେ ଦିନେ ତ ମୁଇଁ ନିଶ୍ଚେ ମରମି ।
