STORYMIRROR

Swapna Meher

Others

3  

Swapna Meher

Others

ଶୀତ୍ ର ସୁରତା

ଶୀତ୍ ର ସୁରତା

1 min
274

ଶୀତ୍ ମାସ୍ ତ ଆଏଲାନ

ଶୀତ୍ କେତେ ଆନଲାନ

ତାପମା ଜୁଏ ଆନ୍ ରେ ଭାଏ

ନାକୁ ପାଏନ୍ ଥିପିଗଲାନ । 

ପରାର୍ ସବକୁ ଡାକିଆନଲିନ

ଠୋଲ୍ ହେମା ସଭେ ଇନ

ମିଶିକରି ସଭେ ଜୁଏ ତାପମା

ମଜାମଜଲିସ୍ କରି ଘର୍ କେ ଯିମା । 

ବୁଢାବୁଢି କର କଥାକେତେ

ସନିକରି କରମା କେତେ ମଜା

ଭୁଲିନିହୁଏ ଇ ଶୀତମାସ୍ କେ

ଦେସି ଆମକୁ ଇ କେତେ ସୁରତା । 


Rate this content
Log in