STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ତୁମେ ସତରେ ହଟିଆ

ତୁମେ ସତରେ ହଟିଆ

1 min
501

କୁହ କାହ୍ନୁ ସତରେ

ତୁମେ କଣ ଜଳିଛ ଈର୍ଷାରେ

ଗୋରୀ ରଙ୍ଗ ପାଇଁ ରାଧାକୁ 

ଜମା ମୋ ପାଉନି ମନକୁ

ତୁମେ ପ୍ରେମିକ ଶିରୋମଣୀ 

ତାରି ସୁର ଭରେ ରମଣୀ ମଣି 

ରଙ୍ଗ ହୋରିରେ ଖେଳି 

ତୁମ ନୀଳ କାଞ୍ଚନ ସାଗର ଭଳି 

ତୁମ ରଙ୍ଗ ପ୍ରେମ ପ୍ରତୀକ୍ଷା 

ପ୍ରତୀକ ସାଜି କରେ କୁଲଟା 

ଏ ତୁମ ବାହାନା 

ଆଉ କୁହନା କରନା ଛଳନା 

ବୋଳନା ଆଉ ଲାଞ୍ଚନା 

ପତିତ କରନା 

ତୁମେ ପ୍ରେମ ସେ ଧାରା

ବିପଣୀ ଏ ତୁମ ଜଗ ସାରା

ଷୋଳ କଳା ରେ ତୁମେ ଭରା 

ସେ ତୁମର ହୃଦୟ ଏକ କଳା ।


Rate this content
Log in

Similar oriya poem from Romance