STORYMIRROR

Sandhya Rani Panigrahy

Romance

4  

Sandhya Rani Panigrahy

Romance

ମୁଁ ଓ ମୋର ବ୍ୟକ୍ତିଗତ ଭଲପାଇବା

ମୁଁ ଓ ମୋର ବ୍ୟକ୍ତିଗତ ଭଲପାଇବା

1 min
27

ମୁଁ ଭଲପାଏ ତୁମ ବ୍ୟକ୍ତିତ୍ବକୁ
ତୁମର ଭଲପାଇବାକୁ
ତୁମ ଠାଣି ଚାହାଣୀକୁ
 ତୁମର କାମ ଶୈଳୀକୁ
 କଥାକୁହା ଆଖି ଦୁଇକୁ
ମନଛୁଆଁ ତୁମ ଚରିତ୍ରକୁ
 ସବୁରି ମନ ବୁଝିବା ମନକୁ
ହୃଦୟ ଜିଣା ବାଣୀକୁ
 ଭଲପାଇବାର ଅପୂର୍ବତା
ସଭିଙ୍କ ପାଖରେ ନ ସମତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance