STORYMIRROR

Sandhya Rani Panigrahy

Tragedy

3  

Sandhya Rani Panigrahy

Tragedy

ପୃଥିବୀର ଗୋଲ ପରିକ୍ରମା

ପୃଥିବୀର ଗୋଲ ପରିକ୍ରମା

1 min
139

ମୁଁ କେବେ ବି ନୁହଁ ଜୀବନରେ

ତୁମ ପାଇଁ ପ୍ରେମରେ

ପ୍ରଥମ କିବା ଶେଷ ଏଥରେ

ତୁମେ ସ୍ବୀକାର କର ବା ନ କର ମନରେ

ଭୂଲାମନ ପାଏନା ଯାହା ଖୋଜେ ଜୀବନରେ

ଘୂରୁଥାଅ ତୁମେ ନିଜର ଅକ୍ଷାଂଶ ଓ ଦ୍ରାଘିମାରେ

ପୃଥିବୀରୁ ଉର୍ଦ୍ଧ୍ବ ଆଉ ଏକ ପୃଥକ ପୃଥିବୀରେ

ନଥାଅ ତୁମେ ମୋର କିଛି ସମୟର ସୃତିରେ

କେବଳ ଏକ ସଂସାରିକ ରୀତିନୀତିର ବନ୍ଧକରେ

ଦୁଇ ପ୍ରାଣୀର ଛଟପଟରେ ତୁମେ ଏକ ନିଆରା ଶବ୍ଦ 

ଆଉ ସେ ଭେଦୀ ଯାଏ ମନରୁ ହୃଦୟ ଓ ଜୀବନ ବ୍ୟାପ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy