STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ମୋ ପ୍ରେମିକା ଅନୂଭୂତି

ମୋ ପ୍ରେମିକା ଅନୂଭୂତି

1 min
26

 ଜାଣିପାରୁଥିଲି ମନର

ତୁମ ଓଠର ଥରଥର 

ଧକଧକ କମ୍ପନ ଛାତିର

ଝାଳୁଆ  ସ୍ବୈଦ ବାସ୍ନା ହାତର

କୋଟିଏ ଏମିତି କବିତା ଲେଖିପାରେ

ତୁମକୁ ମନେ ପକାଇ ଏକାଥରେ

ଭଲପାଇବାର ଏ ନିଶାରେ

କେଉଁ ପରୀ ରାଇଜର ସ୍ଵପ୍ନରେ

ଖୁବ୍ ଯେତେ ଜୋରରେ 

ସବୁ ଶୂନଶାନ୍ ଚୁପ୍ ରେ 

ତୁମକୁ କହି ନାହିଁ କେବେ

ଏକ ଅଭୂତପୂର୍ବ ଅଭିମାନରେ

ଓଡଣୀର ଛିନ୍ନ ଆଢୁଆଳରେ 

ଏକ ସ୍ବତନ୍ତ୍ର ନିଜକୁ ଭଲପାଇବାରେ

ତୁମେ ନା କହିବ ଏଭୟରେ ଆଶଙ୍କାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance