STORYMIRROR

Tapan Dixit

Abstract

2  

Tapan Dixit

Abstract

ତୁମେ ପୁଞ୍ଜି ଶବଦର

ତୁମେ ପୁଞ୍ଜି ଶବଦର

1 min
13.1K


ତୁମେ ପୁଞ୍ଜି ଶବଦର ଲାଞ୍ଜି କବିତାଟେ

ମୁଁ ବିରହରେ ଜରବର

ପ୍ରଣୟ ମଦିରା ପିଆଲାରେ ଢାଳି

ପଢେ ତାକୁ ଥର ଥର,

ମହୁଲି ଛୁଆଁରେ ଭାବନା ଭିଜାଇ

ଭାବେ ଯେବେ ବାରମ୍ବାର

ପାଗଳ କୁହନ୍ତି ମୋତେ ସବୁ କହି

ଧର ଧର ମାର ମାର ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract