STORYMIRROR

Rakesh Sen

Romance

2  

Rakesh Sen

Romance

ତୁମେ ଗଲାପରେ

ତୁମେ ଗଲାପରେ

1 min
18

ଭାଙ୍ଗିଗଲା ସ୍ବପ୍ନ

ଭାଙ୍ଗିଗଲା ମନ

ତମେ ଗଲାପରେ,

ନିସ୍ତବ୍ଧ ବେଳାଭୂମିରେ

ମୁଁ ଏକ ଯାଯାବର

ଭାଙ୍ଗିଗଲା ସ୍ବପ୍ନ

ଭାଙ୍ଗିଗଲା ହୃଦୟ

ତମେ ଗଲାପରେ

ନିର୍ଜନ ମରୁଭୂମିରେ

ମୁଁ ଏକ ପଥିକ

ହାହାକାର ଏ ଜୀବନ

ହାହାକାର ମୋ ଭବିଷ୍ୟତ

ତୁମେ ଗଲାପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance