STORYMIRROR

Rakesh Sen

Romance

2  

Rakesh Sen

Romance

ଆଖି ମୋ କାନ୍ଦୁଛି

ଆଖି ମୋ କାନ୍ଦୁଛି

1 min
23

ଜୀବନରେ ହାରିଗଲା ପରେ

ତୁମେ ଚାଲିଗଲା ପରେ

ଆଖି ମୋ କାନ୍ଦୁଛି,

ତୁମକୁ ଝୁରୁଛି ।

ହେ ପ୍ରିୟତମା

ଫେରିଆସ ଜୀବନରେ ମୋର

ଭରି ଦିଏ ଚେନାଏ ହସ

ଜୀବନରେ ହାରିଗଲା ପରେ

ତୁମେ ଚାଲିଗଲା ପରେ

ଆଖି ମୋ କାନ୍ଦୁଛି,

ଗଡୁଛି ଲୁହ ଧାର ଧାର

ଓଠ ମୋ ପିଉଛି

ବିରହ ଯନ୍ତ୍ରଣା ଯାଇଛି ଭରି

ହୃଦୟରେ ଥିଲ ତୁମେ

ମନରେ ତ ଥିଲ ତୁମେ

ତୁମବିନା ପାରେନା ଏ ଜୀବନ ଜିଇ

ହେ ପ୍ରିୟତମା

ଆଖି କାନ୍ଦୁଛି,

ଝୁରେ ଏ ହୃଦୟ ଝୁରେ ଏ ମନ

ଖୋଜୁଛି ତୁମକୁ

ଝରୁଛି ତୁମକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance