STORYMIRROR

SANJAYA KUMAR BEHERA

Romance Others

4  

SANJAYA KUMAR BEHERA

Romance Others

ଇତିହାସ

ଇତିହାସ

1 min
333

ଆଜି ମୁଁ ଆଣ୍ଟ ବାନ୍ଧିଚି

ଲେଖିବାକୁ ଇତିହାସ ମୋ'ର

ଆରମ୍ଭ କରିବି କେଉଁଠୁ।

ମୋ ଜନ୍ମର ପାଞ୍ଚବର୍ଷ ପୂର୍ବରୁ 

କୌଣସି ଘଟଣା 

ମନେ ନାଇଁ ମୋ'ର

ତଥାପି ଅନେକ କଥା ତରଙ୍ଗାୟିତ

ମାନସପଟ୍ଟରେ।


ପରନ୍ତୁ,

ପାଞ୍ଚବର୍ଷ ପରଠାରୁ

ଏବେ ଯାଏ

ଅନେକ କଥା ମନେ ପଡେ

ଅନେକ କଥା

ମୋ ଅଜ୍ଞାନ୍ତ ସାରରେ।।


ଆଜି କିନ୍ତୁ,

ବେଶି ବେଶି ମନେ ପଡ଼େ

ଅନେକ ବସନ୍ତ ମଳୟ

ବହୁ ରଙ୍ଗ ଅବିର ,

ଆଷାଢ଼ର ପହିଲି ଭିଜାରେ

ସ୍କୁଲ ଆଉ କଲେଜ୍ ଛାତ୍ରୀଙ୍କ

ପଞ୍ଜୁରୀ ବକ୍ଷ୍ଯୋଜ 

ଆଉ

ପ୍ରେମିକାର ଲଙ୍ଗଳା ଶରୀର 

ଏହାର ଇତିହାସ 

ତରଙ୍ଗାୟିତ ଅଲେଖା ବହିରେ ।


ଅଲେଖା ପାଠରେ

ଲେଖି ହୋଇଛି 

ଅନେକ ତରୁଣୀଙ୍କ 

ଅଝରା ବକ୍ଷ୍ଯଜ ମୋ ଓଷ୍ଠ ରେ ।

ହସ୍ତ ପାପୁଲିରେ

ଅନେକ ତରୁଣୀଙ୍କ ଯୁନିର

ବିନ୍ଦୁ ବିନ୍ଦୁ କାକର

ହସ୍ତ ଆଙ୍ଗୁଠିରେ।।


ଏହାର ଇତିହାସ ମୋ ଆଖିରେ

ନୃତ୍ୟାଙ୍ଗନା ମୟୁର

କିପରି ବକ୍ଷାଣିବି ସର୍ବସମ୍ମୁଖରେ।

ସଜାଇ ଶରୀରକୁ

ବେଶ୍ୟା ପୁରୁଷ ରଙ୍ଗରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance