STORYMIRROR

SANJAYA KUMAR BEHERA

Romance Others

3  

SANJAYA KUMAR BEHERA

Romance Others

ମୋ ବାହାଘର ପରେ।

ମୋ ବାହାଘର ପରେ।

1 min
5


ମୋ ବାହାଘର ପରେ

ମୋବାଇଲ କୁ

ଆଉ ଆଗ ଭଳି ଆସୁନି 

ଫୋନ କଲ୍ 

ସୁଜ କି ସୁଷମାର

ରିତା କି ରେବତୀର

ରଶ୍ମି କି ରଞ୍ଜିତା ର

ଉମା କି ଅମିତାର

ପରି କି ପଙ୍କଜିନି ର 

ଲିପି କି ନିର୍ମଳା ର

ଝିଲି ମିଲି କିବା ଡଲିର ।


ମୋ ବାହାଘର ପରେ

ମୁଁ ମନେ ପକାଉନି

ଯେଉଁ ଦାଗ ଆଙ୍କିଥିଲି

ଓଠରେ 

ଛାତିରେ 

ଜଙ୍ଘରେ  ଆଉ 

ଲଙ୍ଗଳା ଦେହରେ 

ଉମା କି ଆରତୀ ର

ମିନି କି ମମତାର

ବିଲ କି ବବିତା ର

ରିତା କି ରଞ୍ଜିତା ର।


Rate this content
Log in

Similar oriya poem from Romance