STORYMIRROR

Rakesh Sen

Romance

4  

Rakesh Sen

Romance

ରୀନା

ରୀନା

1 min
1



ତୁମେ ମୋ ଜୀବନର ସେଇ
ମଣିଷ ତମେ ରୀନା
ମୋ ହୃଦୟର ପ୍ରେମ
ମୋ ଆତ୍ମାର ପ୍ରେମ
ମୋ ମନର ପ୍ରେମ ।।


ତୁମେ ଏମିତି ଜଣେ ନାରୀ
ମୋ ସ୍ତ୍ରୀ, ମୋ ପ୍ରେମିକା....
ମୋ ଭଉଣୀ, ମୋ ବାନ୍ଧବୀ.....
ମୋ ମାଆ....
ତମ ପାଖରେ ମୁଁ ଦୋଷୀ,,
ହଁ ହଁ ମୁଁ ଦୋଷୀ,,
ପ୍ରାୟଶ୍ଚିତ ଚାହେଁ.....
ତୁମକୁ ମୋ ଘରର ଘରଣୀ 
ତୁମକୁ ମୋ ଜୀବନର ରାଣୀ
କରି ତମରି କୋଳରେ
ମରିବାକୁ ଚାହେଁ ।।



ରୀନା ତମେ ମୋ ଜୀବନ
ତମେ ମୋ ବର୍ତ୍ତମାନ
ତମେ ହିଁ ମୋ ଭବିଷ୍ୟତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance