STORYMIRROR

Rakesh Sen

Inspirational Others

3  

Rakesh Sen

Inspirational Others

ସର୍ବୋପରି ମୋ ରାଷ୍ଟ୍ର ମହାନ

ସର୍ବୋପରି ମୋ ରାଷ୍ଟ୍ର ମହାନ

1 min
161


ଲେଖିବାକୁ ନାହିଁ ଶବ୍ଦ ଏଠି


ସାଗର ସମ୍ଭାର ଦ୍ରୃମ ଏଠି


ଶ୍ରୀରାମ ଜନ୍ମ ଭାରତ ଭୂମି  


ହିନ୍ଦୁ ଆମେ ଜାଗିଛୁ ଆଜି ।


କାଶ୍ମୀର ଠୁଁ କନ୍ୟାକୁମାରୀ ବିସ୍ତୃତ 


ହିନ୍ଦୁ ଜାତି ଟେକି ଧରିଛି ରାଷ୍ଟ୍ର ବିଳତ୍ବ


ଭାରତ ମାତା ସୁରକ୍ଷା ପରା ଆମରି ହିତ


ମରିବାକୁ କେବେ ହୋଇନୁ ଆମେ ଭୟଭୀତ ।।


ଅଟଳଜୀ ମହାନ ଆମ ରାଷ୍ଟ୍ର ସୂପୁତ


ନେତାଜୀ ସୁବାଷ ପୁଣି ସର୍ଦ୍ଦାର ବଲ୍ଲଭ ମିତ


ସଭିଏଁ ଜାଣନ୍ତି ଦୁହିଁଙ୍କ ଅମ୍ଲାନ ଯଶ କୀର୍ତ୍ତି


ଦୁହେଁ ତ ଆମ ଦେଶ ଜାତିର ଗୌରବ ପ୍ରୀତି ।।


ଗୋଟିଏ ସ୍ବର ଗୋଟିଏ ପତାକା କରି


କାଶ୍ମୀର ଠୁଁ କନ୍ୟାକୁମାରୀ,


ମୋଦିଜୀ ଆମ ଦେଇଛନ୍ତି ସଭିଁଙ୍କୁ ସାଥେ ଯୋଡି


ସଭିଏଁ ଭାଇ "ବନ୍ଦେ ମାତରମ୍" ଦିଅନ୍ତି ରଡି ।।


ଦେଶରେ ଆଉ ତ୍ରିପୁଲ ତଲାକ୍ ନାହିଁ


ଜାମ୍ମୁ-କାଶ୍ମୀର ଭୂଇଁରେ ଆଉ ପାତର ଅନ୍ତର ନାହିଁ


ଛପନ ଇଞ୍ଚ ଛାତିର ଦମ୍ ଦେଖୁଛି ଭାରତ ବାସୀ


ମୋଦିଜୀ ଆମ ପ୍ରଧାନମନ୍ତ୍ରୀ ବିଶ୍ବରେ ପଡିଛି ହୁରି ।।


ସର୍ବୋପରି ମୋ ରାଷ୍ଟ୍ର ମହାନ


ଡାକରା ଦେଇଛି ଆର.ଏସ୍.ଏସ୍ ସଂଗଠନ


ମୋଦିଜୀ ଆମ ଦେଶର ନେଉଛନ୍ତି ଯତ୍ନ


ତ୍ରିରଙ୍ଗା ଆମ ଉଡେ ଫରଫର୍ ଦେଖୁଛନ୍ତି ଜଗତ ଜନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational