STORYMIRROR

Laxminarayan Sahoo

Romance

2  

Laxminarayan Sahoo

Romance

ତୁମ ଲାଗି ଗୋଟେ ଖାସ୍ କବିତା

ତୁମ ଲାଗି ଗୋଟେ ଖାସ୍ କବିତା

1 min
22

 ତୁମର ମୋର

ସର୍ବକାଳୀନ ପ୍ରେମ ଚୁକ୍ତି

ସ୍ଵାକ୍ଷରିତ ହେଲାପରେ

ମୁଁ ତ ଯାଇଛି ଭୁଲି

ମୋର ସର୍ବାଶେଷ

ପ୍ରେମିକାର ଠିକଣା,

କାଗଜ ଡ଼ଙ୍ଗା ତିଆରି

ଭସାଇ ଦେଇଛି

ସବୁ ପ୍ରେମ ପତ୍ର

ସେମାନେ ଦେଇଥିବା

ଅଲୋଡ଼ା

ତୁମ ଆଖିର ଲୁହରେ ।।


Rate this content
Log in

Similar oriya poem from Romance