STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ତୁମ ଆବର୍ତ୍ତମାନରେ

ତୁମ ଆବର୍ତ୍ତମାନରେ

1 min
146

  

ସହରଟା ସାତପର

ମୁଁ ଆଉ ଯାଉନି କାହିଁକିର ଉତ୍ତର

ପିଲାଦିନ ହଜିଗଲା ବି କୈଶୋର

ଯୌବନ ଆସିଲା ଝଡ଼ ହୋଇ

ତୁମେ ଡ଼ାକି ପାଖକୁ ବୁଝୁଥିଲ

ଭଲ ଅଛି ତୋ ସଂସାର

ବୋଉ ବାୟାଣୀ ହେଲା

ଶଙ୍ଖା ସିନ୍ଦୂର ଝୁଣ୍ଟିଆ ଖୋଜିଲା

ମତେ ଦେଖି ଥରକୁ ଥର

ତୁମେ ଗଲାପରେ ବାପା ଜଗାଙ୍କ ସୁନାବେଶ

ଭାରି ନିରସ ଓ ନିରାଶ

କାରଣ ତୁମେ ଆଉ ଧାଡ଼ିରେ ହାତ ଧରି

ବାଡ଼ କରି ନେଉନଥିଲ ଦେଖାଇବାକୁ

ସହରଟା ଭାରି ଫାଙ୍କା

ମନ ତଳ ନଈରେ ଢେ଼ଉ ନାହିଁ ଫାଙ୍କା

ଏଇଟା ଜୀବନ ବୋଲି ବୁଝିଗଲିଣି ଜଡ଼ିଓ

ବୋଉ ଆଲାଜାଇମର ଶୀକାରରେ ଡାକୁଛି ହଇଓ

ଶୂନ୍ୟ ମନ ଶୂନ୍ୟ ବୃନ୍ଦାବନ କିଏ କହୁନି ତାକୁ ଯାଉଛି ରୁହ

ମୁଁ ବି ବୁଝିଗଲିଣି କି ଚାଳ ନଥିଲେ ରୁଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama