ତୋ ସ୍ମୃତିରେ
ତୋ ସ୍ମୃତିରେ
ମୁଁ ତ ହଜିଯାଏ
ତୋ ସ୍ମୃତିରେ.......
ତୁ କିନ୍ତୁ ଭୁଲିଯାଉ
ଛାଡ଼ି ମତେ ବିରହରେ
ଖାସ୍ ତୋ ପାଇଁ ମୁଁ
ଜଳୁଛି ଆଜି ମୁଁ
ତୀବ୍ର ଦହନରେ ।
କାହିଁକି ପ୍ରିୟା ତୁ
ଭିଜାଉଛୁ ମତେ
ଏଇ ଅଦିନିଆ ବର୍ଷାରେ
ଭିଜୁଛି ତଥାପି
ଲହୁଲୁହରେ ତୋ ସ୍ମୃତିରେ।
ମୁଁ ତ ହଜିଯାଏ
ତୋ ସ୍ମୃତିରେ.......
ତୁ କିନ୍ତୁ ଭୁଲିଯାଉ
ଛାଡ଼ି ମତେ ବିରହରେ
ଖାସ୍ ତୋ ପାଇଁ ମୁଁ
ଜଳୁଛି ଆଜି ମୁଁ
ତୀବ୍ର ଦହନରେ ।
କାହିଁକି ପ୍ରିୟା ତୁ
ଭିଜାଉଛୁ ମତେ
ଏଇ ଅଦିନିଆ ବର୍ଷାରେ
ଭିଜୁଛି ତଥାପି
ଲହୁଲୁହରେ ତୋ ସ୍ମୃତିରେ।