Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ତମେ

ତମେ

1 min
137



ଆଜି ଯେବେ ତମେ

ମୋ ପାଖରେ ଥାଅ

ଅନୁଭବ ହେଉଥିଲା କି

ଆକାଶ ଟା ମୋର,

ଆପେଆପେ ଝରୁଥିଲା

ହସ ବେଦରଦୀ ଓଠରୁ

ସେମିତି ପ୍ରତିକ୍ଷଣ

ମୋ ଜୀବନର ସୁଖଦୁଃଖ ହେଇ

ରହିଥାଅ କରି ନିଜର !


ତମେ ହସିଲେ ଲାଗୁଥିଲା

ଯେମିତି ମହକିତ ବାସ୍ନା ଛୁଟୁଛି

ହୃଦୟରୁ ଗୋଲାପର ବର୍ଷା ହେଉଛି,

ତମ ଅଳ୍ପ ଅଳ୍ପ କଥାରେ

ଗଳ୍ପର ଆଭାସ ପରିକଳ୍ପିତ ହେଉଥିଲା ।।


Rate this content
Log in

Similar oriya poem from Abstract