STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ତିନି କେ ତିନି

ତିନି କେ ତିନି

1 min
180


ତିନି କେ ତିନି, ବଜାରେ ପିଲେ ଗିନି

ତିନି ଦୁନେ ଛଅ, ସଦା ସତ କଥାକହ

ତିନି ତିରି ନଅ, ବିଦ୍ୟାଳୟ ନିତି ଯାଅ

ତିନି ଚଉ ବାର, ଅତିଥିଙ୍କୁ କର ଜୁହାର

ତିନି ପଞ୍ଚା ପନ୍ଦର, ସୁନ୍ଦର ଶ୍ରୀ ମନ୍ଦିର  

ତିନି ଷୋହ ଅଠର, ଇନ୍ଦ୍ରଧନୁ ସାତ ରଙ୍ଗର

ତିନି ସତା ଏକୋଇଶି, ମାଙ୍କଡ଼ ଖାଉଛି କାଙ୍କଡ କଷି

ତିନି ଅଷ୍ଟା ଚବିଶି, ଚୋର ଧରେ ପୋଲିସ୍ 

ତିନି ନୂଆଁ ସତେଇଶି, ବଗ ଖାଉଛି ଇଲିଶି

ତିନି ଦଶାଁ ତିରିଶି, ଦେଖ ଜହ୍ନ ମାମୁଁ ହସୁଛି ।।



Rate this content
Log in

Similar oriya poem from Children