ସଫଳତା
ସଫଳତା


ମଣିଷ ଜାଣେନା
ଅତୀତ ର କଥା
ଯାହା ପାଇଁ ସେ
ପାଏ ସଫଳତା ।
କେବଳ ଯେ
ପରିଶ୍ରମ ରେ ଜଣେ
ହୁଏନି ସଫଳ
ଅର୍ଥ ନ ଥିଲେ ହୁଏ ନି ଉଜ୍ଜ୍ୱଳ।
ବାହୁବଳ ସାଥେ
ଥିଲେ ଅର୍ଥ ବଳ
ମଣିଷ ଆପେ ଆପେ
ହୋଇଯାଏ ସଫଳ।
ମଣିଷ ଜାଣେନା
ଅତୀତ ର କଥା
ଯାହା ପାଇଁ ସେ
ପାଏ ସଫଳତା ।
କେବଳ ଯେ
ପରିଶ୍ରମ ରେ ଜଣେ
ହୁଏନି ସଫଳ
ଅର୍ଥ ନ ଥିଲେ ହୁଏ ନି ଉଜ୍ଜ୍ୱଳ।
ବାହୁବଳ ସାଥେ
ଥିଲେ ଅର୍ଥ ବଳ
ମଣିଷ ଆପେ ଆପେ
ହୋଇଯାଏ ସଫଳ।