ସଫଳତା
ସଫଳତା


ସଫଳତା,
କାଲି ଯାହା ସ୍ୱପ୍ନ,
ଆଜି ସତ,
ମୂଲ୍ୟ ଦିଟୋପା ଜଳର,
ମୁଣ୍ଡ ଝାଳର,
ସଫଳତା ଅଦେଖା ଯନ୍ତ୍ରଣା।
ଭୋକ ଶୋଷ ର
ଫେଣ୍ଟାଫେଣ୍ଟି ଅନିଦ୍ରା ରାତି
ସଫଳତା,
କାଲି ଯାହା ସ୍ୱପ୍ନ,
ଆଜି ସତ,
ମୂଲ୍ୟ ଦିଟୋପା ଜଳର,
ମୁଣ୍ଡ ଝାଳର,
ସଫଳତା ଅଦେଖା ଯନ୍ତ୍ରଣା।
ଭୋକ ଶୋଷ ର
ଫେଣ୍ଟାଫେଣ୍ଟି ଅନିଦ୍ରା ରାତି