ହିରୋ
ହିରୋ
ମିଛ ଆଉ ସତ
କାହାଣୀ ଆଉ ବାସ୍ତବତା,
ରିଲ୍ ଆଉ ରିଅଲ
ଜିବନର ଦିଟା ରଙ୍ଗ
ଜୀବନର ଦିଟା ପରିଚୟ
ଜିବନ ବି ଗୋଟେ ରଙ୍ଗମଞ୍ଚ
ଅଭିନୟ ହେଉଛି ଜିବନ,
ଜଣେ ହେରୋ ଆଉ ଜଣେ ଭିଲିଆନ
ଜୀବନ ଯୁଦ୍ଧରେ ଯିଏ ଜିତିଚି,
କୋଟି କୋଟି ହୃଦୟକୁ ଯିଏ ଜିତୀଚି
ସେହିଁ ତ ଜିବନର ପ୍ରକୃତ ହିରୋ।
