Liza Senapati
Abstract
ଗୋଟେ ଛୋଟ କାଠର ପେଡ଼ି
ତା ପାଖରେ ଜଣେ ବାଡି ଧରିଥିବା ମଣିଷ
କେଜାଣି କଣ ସେ କରେ
ସବୁ କିଛି ଆଶ୍ଚର୍ଯ୍ୟ ହେଲା ଭଳି,
ଶରୀରରୁ ବେକ କାଟି ଅଲଗା କରିଦିଏ
ପୁଣି ତାକୁ କେବେ ଯୋଡ଼ି ଏକାଠି କରିଦିଏ
ସମସ୍ତେ ସେ ଲୋକ ଜଣଙ୍କୁ ଯାଦୁଗର କହନ୍ତି
ଆଉ ସେ ଯାହା ଦେଖା ଏ ତାହା ଯାଦୁ।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ସ୍କନ୍ଦମାତା ସ୍କନ୍ଦମାତା
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି