STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଚାଳ ଘର

ଚାଳ ଘର

1 min
202


ଆମେ ଗରିବ ବୋଲି

ଅଛି ଆମ ଚାଳ ଘର

ଏଇ ଘର ଆମ ପାଇଁ ସରଗପୁର,

ଖରା ଦିନେ ଭାରି ଥଣ୍ଡା ଲାଗେ ଏଇଠି

ଆମେ ମିଶି ସଭିଏଁ ରହୁଅଛୁ ଏଠି 

ଶାଗ ପଖାଳରେ ପେଟ ପୁରେ ଆମର

ସବୁ ଶାନ୍ତିପାଉ ରହି ଆମେ ଚାଳ ଘରେ,

କୋଠା ଘର ଆମ ଲୋଡ଼ା ନାହିଁ ଜୀବନରେ

ଆମ ପାଇଁ ସବୁ ସୁଖ ମିଳେ ରହି ଚାଳ ଘରେ

ବୈକୁଣ୍ଠ ସମାନ ଅଟଇ ଆମ ପରିବାର

ପିତା ମାତା ଆମ ଦେବତା

ମନ୍ଦିର ଆମ ପାଇଁ ଚାଳ ଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract