STORYMIRROR

Liza Senapati

Tragedy

3  

Liza Senapati

Tragedy

କିଛି

କିଛି

1 min
137

କିଛି ଶିଖିଲି କିଛି ପାଇଲି

କିଛି ଅନୁଭବ କଲି ,

 ଅତୀତ କୁ ପୁଣି ଥରେ

ବର୍ତ୍ତମାନ ରେ ପାଇଲି l

କିଛି କଥା କିଛି ରାଗ କିଛି ଅଭିମାନ ,

 ଥିଲା କହିବାର ବାକି ରହିଗଲା ,

ଭଲପାଇବା ସମୟ ସହ l

ବଦଳେନା ଅନୁଭବ କଲି 

ଯାହା କାଲି ଥିଲା ଆଜି ବି ଅଛି

ସେମିତି ଯେମିତି ଦେଖିଥିଲି ଶେଷ ଥର l

ଭଲ ଆଉ ବହୁତ ଭଲର ଏକ ମିଶ୍ରଣ ପରି,

ସୁନ୍ଦର ସତେଜ ଫୁଲ ପରି।

କିଛି କଥା ହୃଦୟର କେବଳ ତୁମ ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy