STORYMIRROR

Debasis Ray

Tragedy Inspirational

3  

Debasis Ray

Tragedy Inspirational

ଅବିରତ ମିନତୀ

ଅବିରତ ମିନତୀ

1 min
223

କରୁଛନ୍ତି ସର୍ବେ ଆଳତୀ

 ପ୍ରଭୁ ମହାମାରୀକୁ ଦିଅ ବିରତି

ଭକ୍ତବତ୍ସଳ ପ୍ରଭୁ ନ ଶୁଣକି ଭକ୍ତ ବିନତି?

କେତେ ସହିବୁ ପ୍ରଭୁ ଆଉ ନାହିଁ ଧୈର୍ଯ୍ୟ  

କମି କମି ଯାଏ ଆମର ସବୁ ଶୋର୍ଯ୍ୟ  

ଫେରେଇଦିଅ ପ୍ରଭୁ ଆନନ୍ଦର ଦିନ 

ପାଦେ ପଡିଯାଇଚୁ ଆମେ ସବୁ ଦୀନ 

ଶ୍ମଶାନରେ ପ୍ରଭୁ ମିଳେ ନାହିଁ ଜାଗା 

ଏ କି ସମୟ ପ୍ରଭୁ ଭାବୁଛୁ ଅଭାଗା 


Rate this content
Log in

Similar oriya poem from Tragedy