STORYMIRROR

Debasis Ray

Classics Others Children

3  

Debasis Ray

Classics Others Children

ମର୍ୟାଦା ପୁରୁଷୋତ୍ତମ

ମର୍ୟାଦା ପୁରୁଷୋତ୍ତମ

1 min
222

 ଧନ୍ୟ ମହାପ୍ରଭୁ ହେ ପ୍ରଜାବସ୍ଥଳ ରାମ 

ଚିନ୍ତାକରେ କାହିଙ୍କି ନନେଲି ତବ ରାଜ୍ୟେ ଜନମ 


ପିତୃସତ୍ୟ ରକ୍ଷାକରି ପ୍ରଭୁ ଭୋଗିଲେ ଏତେ କଷ୍ଟ

ତଥ୍ୟାପି ନିଜର ବାକ୍ୟରୁ ନହୋଇଲେ ଭ୍ରଷ୍ଟ 


ତବ ସମର୍ପିତ ହୋଇ ବ୍ରହ୍ମଚାରୀ ହନୁମନ୍ତ 

କିପରି ଛାଡ଼ିବେ ରାମ କାର୍ଯ୍ୟ ଚାଲିଛି ଏପ୍ରଯ୍ୟନ୍ତ


ରାମକIର୍ଯ୍ୟ କରିବାକୁ ସବୁବେଳେ ରତ  

ବରପ୍ରାପ୍ତ ହୋଇ ସିଏ ଏବେବି ଜୀବିତ  


ଆପଣଙ୍କ କାର୍ଯ୍ୟ ଓ ବାକ୍ୟ ବଳେ ରଖିଗଲେ ଯଶ 

ମର୍ଯ୍ୟାଦା ପୁରୁଷୋତ୍ତମ ହେ ଅନ୍ୟାୟ ନକରେ ପ୍ରବେଶ  


ପୁରୁଷୋତ୍ତମ ଧାମରେ ଉଭା ପ୍ରଭୂ ଜଗନ୍ନାଥ 

ଆପଣଙ୍କ ଯେ ଜୟକାର ଶୁଭେ ଶୁଣିଚି ଅନାଥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics