STORYMIRROR

Debasis Ray

Children

3  

Debasis Ray

Children

ଯମଜ ଭାଇ

ଯମଜ ଭାଇ

1 min
280


 ଚୁନୁ ବୁନୁ ଦୁହେଁ ଯମଜ ଭାଇ

 ଏକକୁ ଦେଖିଲେ ଆନ ଦିଶଇ


ଦୁଇ ଭାଇ ପିନ୍ଧନ୍ତି ଏକାପରି ପୋଷାକ

ସହଜେ ବାରି ହୋଇ ପଡନ୍ତି ସହର ଯାକ


ଏକା ସାଙ୍ଗରେ ଦୁହେଁ ପାଠ ପଢନ୍ତି 

ସାଙ୍ଗ ହୋଇ ଦିଜଣ ସ୍କୁଲ ଯାଆନ୍ତି


ଦିନେ ଶ୍ରେଣୀରେ ଅଘଟଣ ହେଲା 

ଚୁନୁ ଭୁଲ ପାଇଁ ବୁନୁ ଦଣ୍ଡିତ ହେଲା 


ସେହିଦିନୁ ବୁନୁ ପ୍ରତିଜ୍ଞା କରିବସିଲା 

ଏକା ପୋଷାକ ପିନ୍ଧି କେବେ ସ୍କୁଲ ନଗଲା 


ମାଆ ପଚାରିଲେ ବୁନୁ ଏପରି କଣ ହେଲା 

ଶ୍ରେଣୀରେ ମୁଁ ହେଲି ବହୁତ ହଟହଟା

ଚୁନୁ ପାଇଁ ମୁ ଖାଇଲି ବହୁତ ପିଟା


ଏମନ୍ତ ପିଲା ଦି ଜଣ ଦୟାଳୁ ଅଟନ୍ତି 

ସାହାଯ୍ୟ କରିବାକୁ ଆଗେଇ ଆସନ୍ତି 


ଭଗବାନ ଦିଜଣଙ୍କୁ ଆୟୁଷ ଦିଅନ୍ତୁ 

ନିଜ କାର୍ଯ୍ୟେ ସର୍ବଦା ସଫଳ ହୁଅନ୍ତୁ


   


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children