STORYMIRROR

Debasis Ray

Drama Action Classics

3  

Debasis Ray

Drama Action Classics

ସୂକ୍ଷ୍ମ ଓ ସରଳ

ସୂକ୍ଷ୍ମ ଓ ସରଳ

1 min
247


            

ପଦାର୍ଥକୁ କରି ବାରମ୍ବାର ବୀଘଟନ ହୁଏ ସୂକ୍ଷ୍ମର ଆଗମନ 

ସେହି ଅବସ୍ଥାରୁ କେବେ ହୋଇନପାରେ ତାହାର ପରିବର୍ତ୍ତନ 


କିନ୍ତୁ ସେହି ସୂକ୍ଷ୍ମବସ୍ଥା ପୁର୍ଣ ଶକ୍ତିର ଉତ୍ସ ବୋଲାଏ 

ହେଲେ ବିପରୀତ ସମାଜର ଅବସ୍ଥା ଵିଭସ୍ଥ ହୋଇଯାଏ 


ସ୍ଥୁଳ ହେଲା ବିଭାଜନ ଅପେକ୍ଷାରତ ଏକ ଉଦାହରଣ 

ସେହି ବୀଘାଟନ ର ଫଳ ହେଲା ସୁଖମ କାର୍ଯ୍ୟର କାରଣ 


ସାଧାରଣ ମନୁଷ୍ୟ ଆମେ ସ୍ଥୂଲର ହେଉ ପ୍ରତୀକ 

ଜୀବନମୂକ୍ତ ଯୋଗୀ ସୁଖମ ର ଚିହ୍ନ ଜନ୍ମ ମୃତ୍ୟୁ ବିଜୟର ପ୍ରତୀକ 


ମନୁଷ୍ୟ ଶରୀରେ ସେହି ଗୁଣ ହୋଇଥାଏ ଅତି ସରଳ 

ଆଉ ବୀଘାଟନ ନଘଟି ପରେ ଗତି ମଧ୍ୟ ନହୁଏ କରାଳ 


ରାମକୃଷ୍ଣ ତୁମେ ଅତି ସରଳତା ର ଏକ ନିଚ୍ଛକ ଉଦାହରଣ 

ପ୍ରକୃତି କାର୍ଯ୍ୟ ଓ ଭକ୍ତି ସହିତ ଅତିମାନବର ଏକ ଉଦାହରଣ 


ହେ ସ୍ୱାମୀ ଯୁଗ ଯୁଗ ପାଇଁ ରହିଯିବ ଗାଥା ଚତୁର୍ଦିଗେ 

ସେ ପ୍ରବଚନ କୁ ନମାନିଲେ ଗୁରୁତର ହୁଅଇ ସମସ୍ୟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama