ଶବ୍ଦ ପ୍ରଦୂଷଣ
ଶବ୍ଦ ପ୍ରଦୂଷଣ
ମୁନା କହେ ଜାଣିଛୁ ବୋଉ
ଶବ୍ଦ ପ୍ରଦୂଷଣ ର ଦାଉ
ଆମେ ସିନା ଜାଣି ପାରୁନାଂହୁ
ଆମ କାନ ଖରାପ ର କାରଣ ସେହୁ
ଶବ୍ଦ ନହୋଇ ଚଳିତ ହେବନି କହେ ବୋଉ
ବୁଝାଇ କହେ କୁନା ପବନ ର ସୁ ସୁ
କି କୋଇଲିର କୁହୁ କୁହୁ
ଏସବୁ ନୁହେଁ ଲୋ ବୋଉ
ଗାଡି ମଟର ର ପେଏଁ ପାଏଁ ଶବ୍ଦ
ପାନିମେସିନ ଇନଭରଟର ଗ୍ରାଇନଣ୍ଡର
ଇତ୍ୟାଦି ମେସିନ ସୀମିତ ନାହିଁ ପା ଆଉ
ଗଛକଟା ଘରତୋଳା ମେସିନ ଭାଉ
କେତେ ଯେ ମେସିନ କହିବ କେହୁ
ମଣିଷ ଯେତିକି ସୁବିଧା ଖୋଜୁଛି
ବଢୁଛି ସେତିକି ରୋଗର ଦାଉ l
