STORYMIRROR

Debasis Ray

Tragedy Classics

3  

Debasis Ray

Tragedy Classics

ଵିନତୀ

ଵିନତୀ

1 min
229

 କରୁଚୁ ମୀନତି ଆହେ ମହୀପତି 

ଦଶା ଦେଖିକରି ଘୁରିଯାଏ ମତି 

କାହାରି ମୁଖରେ ନାହିଁ ହରଷ 

କାର୍ଯ୍ୟ ଆମର ହେଉନାହିଁ ସରସ               

ସବୁ ମନୁଷ୍ୟଙ୍କ ଠାରେ ବସିଛ 

ଆତ୍ମା ରୂପରେ କଣ ନଜାଣୁଛ 

ଜଳବାୟୁ ପରିବର୍ତ୍ତନ କରୋନା ର ଭୟ 

ବୋଧେ ହେବାପାଇଁ ଯାଉଥିଲା ଅନ୍ୟାୟ 

ଦକ୍ଷିଣ ମେରୁ ରେ ବରଫ ତରଳୁଛି 

ବର୍ଷା ଦିନରେ ପ୍ରଭୁ ଧରା ଜଳୁଛି 

ପୃଥିବୀ ରେ ଏପରି କେବେ ହୋଇନଥିଲା 

କିଛି କରନ୍ତୁ ପ୍ରଭୁ ଭକ୍ତଙ୍କ ବୁଡିଯିବ ଭେଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy