STORYMIRROR

Liza Senapati

Others

3  

Liza Senapati

Others

ଅପରିଚିତ

ଅପରିଚିତ

1 min
179

ବାସ୍ତବତାଠୁ ବିମୁଖ ହୋଇ

ସ୍ୱପ୍ନ ଆଡ଼କୁ ଧାଇଁ ଚାଲୁଥିବା ଜୀବନ ମୋର

କେବେ କେବେ ଅପରିଚିତ ଚେହେରାକୁ

ଆପଣାର କରିନେବା ସ୍ୱପ୍ନ ମୋର  

ଜୁଇ ପରି ଜଳୁଛି ହୃଦୟ ମୋର

 ତଥାପି ଚାଲିଛି ଅନ୍ୱେଷଣ 

 ଅପରିଚିତ ଚେହେରା ଭିଡ଼ରେ

 ନିଜକୁ ପ୍ରତି ଥର ଖୋଜି ପାଇବା ଆଶାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ