STORYMIRROR

Liza Senapati

Inspirational

3  

Liza Senapati

Inspirational

ମୋ ଦେଶ

ମୋ ଦେଶ

1 min
179

କାଶ୍ମୀର ଠାରୁ କନ୍ୟାକୁମାରୀ

ସଭିଏଁ ମୋର ଭଉଣୀ ଭାଇ,

ନା ଅଛି ଜାତି ନା ଅଛି ଧର୍ମ

ଆମେ ଗୋଟିଏ ବନ୍ଧନରେ ବନ୍ଧା

ସଭିଏଁ ଭାରତ ମାତାର ସନ୍ତାନ,

ପ୍ରେମର ବଳୟରେ 

ବହିଚି ରକ୍ତର ସିନ୍ଧୁ

ମାଟି ମା'ର ସ୍ଵାଧୀନତା ପାଇଁ

ଯାଇଚି କେତେ ଲଢ଼ୁଆ ବୀରଙ୍କ ଜିବନ।

ଭାଇ ଚାରାର ମୋ ଦେଶ ଭାରତ,

ସଭିଙ୍କୁ ନେଇଚି କୋଳେଇ,

 ନା ଅଛି ଜାତି ନା ଅଛି ଧର୍ମ

 ନା ଅଛି ରଙ୍ଗ ନା ଅଛି ବର୍ଣ୍ଣ

 କୋଟିଏ ସନ୍ତାନ ଆମେ ଏଇ ଗୋଟିଏ ମାଟିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational