STORYMIRROR

Liza Senapati

Abstract Tragedy

3  

Liza Senapati

Abstract Tragedy

ବନ୍ଧନ

ବନ୍ଧନ

1 min
173

 ଦିନ ଥିଲା

 ତୁମପାଇଁ ଶବ୍ଦର ସାଗର ଥିଲା

 ଆଜି ସେଇ ଶବ୍ଦ ନିଅଣ୍ଟ ପଡ଼ୁଚି

 ତୁମେ ଦେଇଥିବା ଯନ୍ତ୍ରଣାକୁ

 ପ୍ରକାଶ କରିବାପାଇଁ

 ଆପଣାର କଣ ଏତେ

 ହୃଦୟ ହିନ ହୋଇପାରେ

 ତମକୁ ଦେଖିଲା ପରେ ଅନୁଭବ କରିଥିଲି 

 ସ୍ବାର୍ଥ ଆଗରେ ସବୁ କିଛି ମିଛ

 କାହା ନିରବତା ବି

 ଏତେ ଯନ୍ତ୍ରଣା ଦିଏ 

 ଭାବିବାକୁ ବି ଏବେ କଷ୍ଟ ହଉଚି ।

ଧର୍ଯ୍ୟ ଏକ ସୀମିତ ପରିଧି

ଆବଶ୍ୟକ କରେ ମଣିଷ ଭୁଲିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract