STORYMIRROR

Liza Senapati

Abstract

3  

Liza Senapati

Abstract

ପରିବାର

ପରିବାର

1 min
159

ଚୁନା ଚୁନା ସ୍ବପ୍ନ ସବୁ ସାଇତିଚି..

ଏ ମୋ ଘର ଛାତିରେ ପାଦ ରଖି..

ଦେଖିଚି ଆଖିରେ ଲୁହ କୋହ ଭରା କେତେ ଜିବନ

ପାଦ ତଳୁ କେବେ ମାଟି ଯାଇଚି ଖସି,

କେବେ ଅତଡ଼ା ପଡ଼ି ମୋ ସାହାରାଯାଇଚି ଭାଙ୍ଗି..

ତଥାପି ଉଠିଛି ଅଣ୍ଟା ସଳଖି,

ଲଢ଼ିବାକୁ ପୁଣି କେତେ ବାଜି।

ଆଖି ଖୋଲିବା ଠୁ 

ଆଖି ମୂଜିବା ଯାଏଁ,

ମୋ ଚାରିପାଖରେ ରହନ୍ତି

ବୋଧେ ସେଇଥିପାଇଁ 

ପରିବାର ଦୁନିଆଁର ସବୁଠୁ ସୁନ୍ଦର ଉପହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract