STORYMIRROR

Liza Senapati

Abstract

3  

Liza Senapati

Abstract

ପ୍ରେମ

ପ୍ରେମ

1 min
172

ତୁମେ ଅଛ ତୁମେ ରହିବ

ସବୁଦିନ ଜାଣିଥିଲି,

ହେଲେ ଜାଣିନଥିଲି 

ତୁମ ପାଇଁ ଯାହା ଥିଲା 

ମନରେ ମୋର ତାହା ପ୍ରେମ ବୋଲି

ପ୍ରେମ କଣ ଏକ ଶବ୍ଦ 

ଯାହାକୁ ପଢ଼ିଲେ ବୁଝି ହେବ

ପ୍ରେମ ର ଅଛି କିଛି ପରି ଭାଷା।

 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract