STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଦ୍ବିତୀୟ ଲହର -୧

ଦ୍ବିତୀୟ ଲହର -୧

1 min
194

କାହିଁକି କେଜାଣି 

ଜୀବନରେ ଘୃଣା ସବୁତକ 

ମୋ ପାଖକୁ ଆସି ଅଜାଡି ହୁଅନ୍ତି 

ମୁଁ ତ ନିଜକୁ ବି 

ବିଶ୍ୱାସ କରିପାରେ ନାହିଁ 

ଯାହା ସବୁ ଘଟିଘଟି ଯିଏ

ମୋ ଜୀବନରେ

କାହାକୁ କିଛି କହିପାରେ ନାହିଁ 

କାରଣ ତାରି ପ୍ରଭାବରେ 

ମୁଁ ଆଜି ଅସ୍ପୃଶ୍ୟ ସାଜିଛି 

ସମାଜ ଆଖିରେ 

ଯିଏ ମତେ କୋଳେଇ କାଖେଇ 

ବଡ କରିଥିଲା ଦିନେ 

ସେ ବି ମୋ ପାଖକୁ ଆସିବାକୁ 

ଇଚ୍ଛା କରୁଛି ସତ

ହେଲେ ଆସିପାରୁ ନାହିଁ 

ଭୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy