ସଂଗ ବିହୀନ ଦୁଃଖ
ସଂଗ ବିହୀନ ଦୁଃଖ
ସାଙ୍ଗ ତ ଦିଏନି କେବେ ଆଶୀର୍ବାଦ
ଭଲପାଇବାକୁ ଅଜାଡ଼ି ଦେଇଦେବ ।।
ମାନସାଙ୍କ ତୁମ ଭୂଲ୍ ପଛେ କେବେଥିବ
ଭଜିବାର ଶକ୍ତି ଈଶ୍ୱର ବେଭାର ଓ ପ୍ରାନ୍ତର ।।
ସମ୍ପର୍କ ଦୁର୍ବଳ ହୁଏ ଇତିହାସରେ
ଭୂଗୋଳ ପୋଥି ରଚନା ତୁମ ମନରେ ।।
ବିନ୍ଦୁରୁ ସିନ୍ଧୁ ହୁଏ ଜନେ ଶୁଭ ପଲ୍ଲବେ
ବିଶ୍ୱାସ ବନ୍ଧୁତା ଜୀବନରେ ଏକ ରଥର ।।
ସହଚର ସୁଖମୟ କୀର୍ତ୍ତି ପ୍ରଦାୟକ
ଜୀବନ ସାହିତ୍ୟର ଉନ୍ନତି ନାୟକ ।।
ଜୀବନ ଟା ଗୋଟେ ସୁଖମୟ ରଙ୍ଗ
ସଦା ନିତ୍ୟ ସଂସାରେ ମୁ ଢାଳୁଥିବୀ ।।
ତୁମ ଆଶୀର୍ବାଦ ଲୋଡ଼ା ମୋର ସାଙ୍ଗ
ଥରେ ଦୃଷ୍ଟି ଦିଅ ମୋତେ ନିତ୍ୟ ଭଜୁଥିବୀ ।।
ସେଥିପାଇଁ ଧର୍ମକ୍ଷେତ୍ର ହେଇଗଲା ଲୀନ
ସହଭାଗୀ ବିକାଶ ଦିଗରେ କିଛି ଦିନ ।।