STORYMIRROR

Liza Senapati

Thriller

3  

Liza Senapati

Thriller

ସ୍ମୃତି

ସ୍ମୃତି

1 min
30

ମଝି ନଇରେ ବିଲ ଉହାଡରେ,

ମଶାଲଟେ ସାଇତି ରଖିଛି।

ମଶାଲରେ ମୋର ସ୍ମୃତିର ସଳିତା

ପବନରେ ଦୋହଲି ଦୋହଲି ଜଳୁଛି,

ଦିନ ପରେ ଯେବେ ସଞ୍ଜ ବୁଡେ।

ତୋ ସ୍ମୃତିରେ ମୁଁ ତେଳ ଢ଼ାଳେ।

ସେ ଅଗ୍ନିର ତେଜରେ ,

ହୃଦୟକୁ ଦିଏ ଆଘାତ।

ତୋ ସୀତଳ ଛାୟା ମୋ ପାଇଁ ସପନ,

ଛାଡି ଯାଇଥିବା ତୋ ହସ ଲୁହ ଭରା ସ୍ମୃତି।

ଜାଳୁଚି ମତେ ମଶାଲ ନିଆଁଟେ ହେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Thriller