Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prasanta kumar Motivation

Romance

3  

prasanta kumar Motivation

Romance

ଶୀତ ରାଣୀ

ଶୀତ ରାଣୀ

1 min
182


ଶୀତ ରାଣୀ ତୁମେ ଶୀତ ରାଣୀ ।

ତୁମେ ପରା ମୋ ପ୍ରେମର ଅଭୁଲା କାହାଣୀ।

ତୁମ ପରଶେ ତନୁ ମନ ମୋର ଯାଏ ହରସି ।

ଶୀତ ସକାଳେ କାକର ବିନ୍ଦୁ ଦିଅ ଵରଷି।

ନିର୍ଜନ,ନି଼ଃଶଦ ରାତ୍ରୀ ର ତୁମେ ପରା ଏକାରାଣୀ।

ଅନ୍ଧାର ଆକାଶେ ମିଞ୍ଜି ମିଞ୍ଜି ଫୁଲ ଯାଏ ବୁଣି ।

ସୁନେଲି ଧାନ କ୍ଷେତ ପରିପୂର୍ଣ୍ଣ

ତୁମ ପାଇଁ ଏ ଶୀତ ରାଣୀ।

ସତେ ଅବା ସୁନାର ଚାଦର

ଘୋଡେ଼ଇ ଛି ଏ ଧରଣୀ।

ତୁମ ସଞ୍ଜ ବେଳର ମଧୁର ଗୀତି ।

ଜାଗ୍ରତ କର ପୁରୁଣା ପ୍ରେମର ସ୍ମୃତି।

ତୁମ ପାଇଁ ପ୍ରେମୀଯୁଗଳ ହୁଅନ୍ତି ଖୁସି।

ତୁମେ ଗଲେ ଧରା ଧାମୁ ଯାଆନ୍ତି ରୁଷି ।

ତୁମେ ମତୁଆଲା କର ଚା କଫି ର ସାଥୀ ।

ତୁମ ବିନା ଅପୂର୍ଣ୍ଣ ରୁହେ ଏ ପ୍ରିତି ।


Rate this content
Log in

Similar oriya poem from Romance