Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prasanta kumar Motivation

Inspirational

2  

prasanta kumar Motivation

Inspirational

ଆମ ଭାଷା ଓଡ଼ିଆ

ଆମ ଭାଷା ଓଡ଼ିଆ

1 min
111



ଭାରି ଭଲ ଲାଗେ ଆମ ଭାଷା ଓଡ଼ିଆ

ଚାରି କୋଟି ଜନତାର ଏହି ଭାଷା ଓଡ଼ିଆ ।


କଥା ଭାଷା ସଂଗେ ଲେଖା ପଢା ଓଡ଼ିଆ

ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଅଟେ ଓଡ଼ିଆ ।


ଦୂରଦର୍ଶନ ସାଙ୍ଗକୁ ଖବର କାଗଜ ଭାଷା ଏହି ଓଡ଼ିଆ

ଶାସ୍ତ୍ରୀୟ ମାନ୍ୟତାର ଭାଷା ଏହି ଓଡ଼ିଆ ।


ସରକାରୀ ଭାଷା ଅଟେ ଆମ ଓଡ଼ିଆ

ଯେତେ ଭାଷା ଥିଲେ ଥାଉ ଆମ ଭାଷା ଭାରି ବଢିଆ ।


ଭାଷାର ଉନ୍ନତି କରିବା ଆମେ ଓଡ଼ିଆ

ଗର୍ବରେ କହିବା ଆମ ଭାଷା ଓଡ଼ିଆ ।



Rate this content
Log in

Similar oriya poem from Inspirational