STORYMIRROR

prasanta kumar Motivation

Abstract

2.3  

prasanta kumar Motivation

Abstract

ଜାଗର

ଜାଗର

1 min
236


" ଜାଗର,"


  ମାଘ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ର ତିଥି 

ଶିବରାତ୍ରି ବୋଲି ଜଗତେ ରହିଛି ଖ୍ୟାତି।

ହେ ଭୋଳା ଶଙ୍କର ଆଜି ଜାଳୁଛି ଜାଗର

ପାରି କରି ଦିଅ ମୋତେ ଏ ଭୋଵ ସାଗର।

ତୁମେ ପରା ଦେବ ଦେବ ମହାଦେବ

ସଵ୍ରଜନ ରକ୍ଷା କର ଆହେ ସଦାଶିବ।

ବୃଷଭ ବାହନ ଭଷ୍ମ ଵିଲେପନ ହେ କୈଳାସ ପତି

ତୁମ ଚରଣେ ପୂଜା କରି ଭକ୍ତ ପାଏ ମୁକତି ।

ନର,ବାନର, ରାକ୍ଷସ, ଦେଵତାର ତୁମେ ତ୍ରୀଲୋଚନ 

ବିଷ ପାନ କରି ନୀଳକଣ୍ଠ ହେଲ ଯେ ଭୂବନ ।

ଶିବରାତ୍ରୀ ମହିମା ର ଅନେକ ଦିବ୍ୟ ଜ୍ଞାନ 

ଅପୁତ୍ରିକ, ଅନ୍ଧ, ଦୁଃଖୀ କୁ କର ଅଭୟ ପ୍ରଦାନ।

ତବ ପାଦ ପଦ୍ମେ ରହୁ ଏତିକି ମତି

ଘେନ ପ୍ରଣାମ ମୋର ଆହେ ପାଵ଼ତୀ ପତି ।



Rate this content
Log in

Similar oriya poem from Abstract