STORYMIRROR

prasanta kumar Motivation

Children

3  

prasanta kumar Motivation

Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
244


ଫୁଟିବା ଆଗରୁ ଝରିପଡେ ସେ ଫୁଲ

  କିଏ ଦେବ ନୀରିହ,ନିଷ୍ପାପ ହୃଦୟର  ମୂଲ।  

ଗରିବର କଷାଘାତେ ସାଜେ ଶ୍ରମିକ

ଦୁଃଖ,କଷ୍ଟ, ଯନ୍ତ୍ରଣା,ଦିଏ ଚାବୁକ।

ସୁଖ, ସ୍ଵପ୍ନ ତା'ର ସ୍ବପ୍ନ ରେ ରହିଯାଏ

ମରୁଵାଲି ସମ ତତଲା ନିଆଁ ରେ ଜଳୁଥାଏ।

ଅନ୍ନ ମୁଠାଏ ପାଇବାକୁ କରେ ସଂଗ୍ରାମ

ଉଦୟ ମାନ ସୂର୍ଯ୍ୟ ଆଜି ଵେଠି ଗୋଲାମ।

ଶିଶୁ ଶ୍ରମିକ ର ମୂଳ ମନ୍ତ୍ର ବଂଚିବା ପାଇଁ

ଲୁହ, ଲହୁକୁ ନିଜର କରେ ଜିଇଵା ପାଇଁ।

ଜୀବନ କେବଳ ନିର୍ଯ୍ୟାତନା ତାର

ବଂଚିବା ରେ ନଥାଏ ଅଧିକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children