STORYMIRROR

prasanta kumar Motivation

Abstract

3  

prasanta kumar Motivation

Abstract

ଭାଵର ଠାକୁର

ଭାଵର ଠାକୁର

1 min
186

ଆହେ ଵିନୋଦିଆ ଭାଵର ଠାକୁର

ତୁମ ପାଦେ କୋଟି କୋଟି ଜୁହାର।।

ଏ ଭଵ ସଂସାରରୁ କରୋନା ଦୂରି କର।

ବାଛି ନେଉଛୁ କଞ୍ଚା ଏଥର।।

ନିରିହ ନିଷ୍ଠାପ ପାଇଁ ଏ କି ବିଚାର।

ଧରା ଧାମେ ଦୁଷ୍ଟର ପରା ଘର ।।

ମେଡ଼ିକାଲରେ ଜାଗା ନାହିଁ ପରା

ସ୍ଵର୍ଗ ଦ୍ଵାରେ ଜୁଇ ଲିଭୁନି ସାରା

ଆହେ ପ୍ରଭୁ ଭାବରେ ଠାକୁର

ଏଭଳି ସମସ୍ୟା ବାରେ ଦୂର କର

ସୃଷ୍ଟିକୁ ଠାକୁର ରକ୍ଷା କର।

ତୁମ ଚରଣ ତଳେ ମିନତି ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract