Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prasanta kumar Motivation

Abstract

3  

prasanta kumar Motivation

Abstract

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
217



ମନେ ପଡେ ତୁମର ସେ

       ପ୍ରେମ ଭରା ଚାହାଣୀ

 ଅଧୁରା ହେଲା ପ୍ରିୟା

      ତମ ପ୍ରେମ କାହାଣୀ ।


ତୁମ କଥା ଆଜି

      ପାରୁନି ମୁଁ ଭୁଲି

ହୃଦୟକୁ ଭାଙ୍ଗି ପ୍ରିୟା

     କେତେ ଦୂର ଗଲ ଚାଲି ।


ଦିନ ପରେ ଦିନ

    ଯାଉଛି ଚାଲି

ତମ ସ୍ମୃତି ଆଜି

    ମନେ ପଡୁଛି ଖାଲି ।


ବସିଛି ଅନାଇ

       ତୁମ ବାଟ ଚାହିଁ

କେବେମୋ ପ୍ରିୟା

        ଆସିବ ଧାଇଁ ।


ଭଙ୍ଗା ହୃଦୟକି

      ଯୋଡ଼ିବ ମୋର

ପ୍ରେମ ପ୍ରଣୟର

     ପୁଣି ନୂତନ ଡୋର ।



Rate this content
Log in

Similar oriya poem from Abstract