Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Romance

4.1  

JAMINEE JYOTI JENA

Romance

ଶୀତ ର ଚିଠି

ଶୀତ ର ଚିଠି

1 min
358


ମନେପଡ଼ ସାଥି ତୁମେ ଆଜି କାହିଁ... ସକାଳ ଶୀତଳ ପବନେ |


ଶୀତ ର ଛୁଆଁ ରେ ସ୍ମୃତି ଜାଗି ଉଠେ ଦେହ ମନ ଆଉ ପ୍ରାଣେ |


ଦେହ ଛୁଇଁ ପରା କଥା ଦେଇଥିଲ .... ଶୀତ ଦିନେ ଚିଠି ଦେବ |


ଶୀତ ର କାକର କାନେ ଗୁଂଜି କହେ..... ଚିଠି ତୋ ପହଂଚିଯିବ |

 

କୁହୁଡି ଧୂଆଁ ର ଆସ୍ତରଣ ମଧ୍ୟେ...... ହଜିଯାଉଥିଲେ ଗେଣ୍ଡୁ ଫୁଲ ବଣେ |


ଉଷ୍ମ ଭରା ତୁମ ସ୍ପର୍ଶ ର ସ୍ବପ୍ନ ରେ ଆନମନା ଥିଲି ମୁଁ .. ଯେ |

 

କେବେ ଆଦରିବ ତୁମ ବାହୁବନ୍ଧନେ. ଭାବି ଭିଜିଯାଏ ଲାଜେ |


ତୁମ ଚିଠି ଲେଖା ଛୁଇଁ ଦିଏ ଯେବେ...... ଅନୁଭବ ହୁଏ ତୁମ ଉପସ୍ଥିତି |


ବିରହ ବେଦନା... ଭାରି କଷ୍ଟପ୍ରଦ ଆସି...ଯାଅ ଥରେ ଦେଖି |


ତୁମ ଅପେକ୍ଷା ରେ ରହିଛିଆଜି ବି... ସାକ୍ଷୀ ଅଛି ଶୀତ ରାତି |


କଡ଼ ଲେଉଟାଏ ରାତି ରାତି ସାରା... କେବେ ଆସିବ ମୋ |


ଶୀତ ଦିନ ର ସେ ଚିଠି... |


Rate this content
Log in

Similar oriya poem from Romance