STORYMIRROR

JAMINEE JYOTI JENA

Romance

3  

JAMINEE JYOTI JENA

Romance

ବୁଝିଯାଅ ଥରେ ପ୍ରେମ ର ପରିଭାଷା

ବୁଝିଯାଅ ଥରେ ପ୍ରେମ ର ପରିଭାଷା

1 min
220

ବୁଝେଇପାରନ୍ତି କି ତୁମକୁ ମୋ ମନ କଥା... 


ଦେଖାଇପାରନ୍ତି କି ତୁମକୁ ମୋ ହୃଦୟ ର ବ୍ୟଥା...


ମୌନ ଓଠରୁ ବୁଝି ଯାଅ ତୁମେ ତୁମ ପାଈଁ ମୁଁ ଅପେକ୍ଷା ରେ... 


ଓଠ ଖୋଲୁନାହିଁ କାଳେ ଯିବ ହଜି ମୋ ଆଖି ଆଗରୁ ବହୁଦୂରେ..


ପ୍ରେମର ଏ ପରିଭାଷା ବୁଝି କି ପାରିବ ତମେ..


ଜାଣି କି ପାରିବ..? ଶୁଣି କି ପାରିବ ସ୍ପନ୍ଦନ କୁ ମୋର ତୁମେ


ସ୍ପନ୍ଦନ କୁ ମୋର ତୁମେ.....


ପଥର ତୁମର ହୃଦୟର କେମିତି ପ୍ରେମ ପାଈଁ ଜାଗା ନାହିଁ ଟିକେ

 

ପ୍ରେମ ପରିଭାଷା ବୁଝି ଯାଅ ଥରେ ହଜି ଯିବ ବିନା ଇଚ୍ଛା ସତ୍ୱେ


ଥରୁଟିଏ ଆସ ଜୀବନେ ମୋହର... ପ୍ରେମ ଅର୍ଥ ତୁମେ ବୁଝିଯିବ


ସୁନ୍ଦର ଲାଗିବ ଏ ପୃଥବୀ ସତେ ଜୀବନ ରେ ରଙ୍ଗ ଭରିଯିବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance