STORYMIRROR

JAMINEE JYOTI JENA

Others

3  

JAMINEE JYOTI JENA

Others

ଦୀପାବଳି

ଦୀପାବଳି

1 min
208

ରଙ୍ଗୋଲି ପକା ଲୋ ସଖି ଜଳେଇ ଦେ ଲୋ ଦୀପ 

ପିଠା ଗଇଁଠା ଏକାଠି କରି ଫୁଲକୁ ସଜାଡି ରଖ 

ଆସିବେ ରଘୁନନ୍ଦନ ରାବଣ ସଂହାର କରି 

ହୁଳହୁଳି ଆଉ ଘଣ୍ଟା ଘଣ୍ଟାରେ ଜଗତ ଯିବ ଲୋ ପୁରି 

ରୀତି ନୀତି ପରା ଅଛି... କାଉଁରିଆ କାଠି ବନ୍ଧା ଚାଲିଛି 

ବଡବଡିଆଙ୍କୁ ସୁମରଣ କରି ପୂଜା କରିବା ଲୋ ଆଜି 

ଦୀପ ଶିଖା ଜଳୁଥିବ.. ଅନ୍ଧକାର ରୂପୀ ଦୁଃଖକୁ ଦୂରେଇ

 ସୁଖର ଆଲୁଅ ଜଳି ଉଠିବ.. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍