Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

JAMINEE JYOTI JENA

Others

2  

JAMINEE JYOTI JENA

Others

ଗାଁ ମାଟି ମନେପଡେ

ଗାଁ ମାଟି ମନେପଡେ

1 min
147


  • ଭୋର ପାହାନ୍ତା ର ଗାଁ ଦାଣ୍ଡ...
  • ସାଥେ କାର୍ତିକ ସଞ୍ଜ ର ବାସ୍ନା ମନେପଡେ  
  • ନାମ ସଂକୀର୍ତନ...ହରେ କୃଷ୍ଣ ସାଥେ..
  • ବୁଢ଼ୀ ଆଈ ର ସେ ହୁଳହୁଳି ପଡେ... 
  • ନିଦୁଆ ଆଖିରେ ଅନେଇଦେଲେ ମୁଁ 
  • ହସ ଖେଳିଯାଏ ଓଠ ର କଣରେ 
  • ଶୀତ ର କାକର ପଡ଼ିଯାଏ ଯେବେ 
  • ଓଦା ମାଟିର ସେ କଥା ମନେପଡେ 
  • କୋଉଠୁ ପାଇବି ଏ ସହରେ ସେ ବାସ୍ନା
  • ଭାବିଦେଲେ ସତେ ଲୁହ ଝରିପଡ଼େ 
  • ମନେପଡେ ମୋ ଗାଁ ମାଟି 
  • ବାର ମାସେ ତେର ପର୍ବ 
  • ପାର୍ବଣ ସଂକ୍ରାନ୍ତି ଆଉ ପୁନେଇଁ ର ଭାବ.. 
  • ସହରୀ ଜୀବନର ଜଂଜାଳ ଭିତରେ 
  • ଖୋଜିପାଉନାହିଁ ମୋ ଗାଁ ମାଟି ମୁଠେ 
  • ଫେରିଯିବି ଭାବି ଯାଇପାରୁନାହିଁ.. 
  • ହଜିଯାଇଛି ମୁଁ କେଉଁ ଅଜଣା ସହରେ ସତେ !


Rate this content
Log in